ଓଡ଼ିଶା ବୀର୍ ୨୦୨୬ [LIVE Foundation Batch of PEO, JA & ALL OSSSC EXAMS]
Validity: 6 Months

₹399
Choose Currency:
Features
- New Basic Live Batch
- Smart Strategy + Strict Routine
- Doubt Clearing + Fast Revision
- Best Basic Concepts
- Smart Tricks
Description
ଯଦି ତୁମେ ମାନେ କିଛି Decission ନେଇ ପାରୁନ କି ଏହି Batch ଟି ତୁମ ପାଇଁ ଉପଯୋଗୀ କି ନାହିଁ, ତେବେ ମୁଁ ତୁମକୁ Help କରୁଛି ; ଆସ ଭଲ ଭାବରେ ବୁଝିବା 👇
❇️ ଯଦି ତୁମେ କିଛି ବି ଜାଣିନ ଯେମିତି କି ; ସାମାନ୍ୟ Calculation ବା ଇଂରାଜୀ ର basic meaning କିନ୍ତୁ OSSSC ର ସମସ୍ତ Syllabus କୁ ସାରି ପରୀକ୍ଷା ରେ ପାସ୍ କରି ଚାକିରି କରିବାକୁ ଚାହୁଁଛ ତେବେ Definitely ଏହି Batch ରେ Join କର !
❇️ ଯଦି ତୁମେ କିଛି ଦିନ ହେଲା Preparation କରିସାରିଲଣି କିନ୍ତୁ କୌଣସି ପରୀକ୍ଷା ରେ ପାସ୍ କରିପାରୁନ, ଏହା ପଛରେ main reason ହେଉଛି: ତୁମେ ଠିକ୍ ରେ Syllabus କୁ ସାରିନ ଏବଂ ସମସ୍ତ Concept ମଧ୍ୟ ପଢ଼ିନ ତେବେ ଏହି Batch ରେ Join କର!
ଆପଣଙ୍କ ପ୍ରଶ୍ନ ?
୧. ଏହି Batch ରେ ସବୁ କଣ Basic ରୁ ପଢାହେବ? Ans - ହଁ, Math, English, Reasoning, Odia, Computer ଏତେ Basic ରୁ ପଢ଼ାହେବ କି ଗୋଟେ ୫ମ ଶ୍ରେଣୀ ର ପିଲା ମଧ୍ୟ ବୁଝିପାରିବ
୨. Live Class ଯଦି ମୁଁ attend କରି ନପାରେ, ତେବେ କଣ ମୁଁ ତାର recorded class ଦେଖିପାରିବି ? Ans - Yes, ଦେଖି ପାରିବେ କିନ୍ତୁ Live Class ଶେଷ ହେବାର ୨ ରୁ ୩ ଘଣ୍ଟା ପରେ
୩. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |
୪. ଏହି Batch ରେ କଣ କଣ Subject ପଢାହେବ? Ans - Math, Reasoning, English, Odia, Computer
୫. ଏହି Batch ରେ Live Class କେତେଦିନ ହେବ? Ans - Syllabus ଶେଷ ହେବାଯାଏଁ (More than 6 Months)
୬. Batch ର validity କେତେ ଦିନ ପାଇଁ ? Ans - 1 yr କିମ୍ବା 2 Years (According to your Subscription)
Disclaimer - ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (No Screenshot, No Print Out & Non-Refundable)
- ଯେଉଁମାନେ ୟୁନିଫର୍ମ ସେବା BATCH ନେଇଛନ୍ତି, ସେମାନେ ଏହି BATCH ନେବା ଦରକାର ନାହିଁ