ୟୁନିଫର୍ମ ସେବା [Dream Uniform? Start Today!] All Defence Exams in Odisha & SSC GD

Validity: 1 Year
Course thumbnail
PRICE

₹399

Choose Currency:
Features
  • New Live Batch
  • Smart Strategy + Strict Routine
  • Doubt Clearing + Fast Revision
  • Dream Uniform? Start Today!
  • Target: Final selection in Odisha Police & SSC GD
Description

ଯଦି ତୁମେ ମାନେ କିଛି Decission ନେଇ ପାରୁନ କି ଏହି Batch ଟି ତୁମ ପାଇଁ ଉପଯୋଗୀ କି ନାହିଁ, ତେବେ ମୁଁ ତୁମକୁ Help କରୁଛି ; ଆସ ଭଲ ଭାବରେ ବୁଝିବା 👇

❇️ ଯଦି ତୁମେ କିଛି ବି ଜାଣିନ ଯେମିତି କି ; ସାମାନ୍ୟ Calculation ବା ଇଂରାଜୀ ର basic meaning କିନ୍ତୁ OSSSC ର ସମସ୍ତ Syllabus କୁ ସାରି ପରୀକ୍ଷା ରେ ପାସ୍ କରି ଚାକିରି କରିବାକୁ ଚାହୁଁଛ ତେବେ Definitely ଏହି Batch ରେ Join କର !

❇️ ଯଦି ତୁମେ କିଛି ଦିନ ହେଲା Preparation କରିସାରିଲଣି କିନ୍ତୁ କୌଣସି ପରୀକ୍ଷା ରେ ପାସ୍ କରିପାରୁନ, ଏହା ପଛରେ main reason ହେଉଛି: ତୁମେ ଠିକ୍ ରେ Syllabus କୁ ସାରିନ ଏବଂ ସମସ୍ତ Concept ମଧ୍ୟ ପଢ଼ିନ ତେବେ ଏହି Batch ରେ Join କର!

ଆପଣଙ୍କ ପ୍ରଶ୍ନ ?  

୧. ଏହି Batch ରେ ସବୁ କଣ Basic ରୁ ପଢାହେବ? Ans - ହଁ, Math, English, Reasoning, Odia, Computer ଏତେ Basic ରୁ ପଢ଼ାହେବ କି ଗୋଟେ ୫ମ ଶ୍ରେଣୀ ର ପିଲା ମଧ୍ୟ ବୁଝିପାରିବ

୨. Live Class ଯଦି ମୁଁ attend କରି ନପାରେ, ତେବେ କଣ ମୁଁ ତାର recorded class ଦେଖିପାରିବି ? Ans - Yes, ଦେଖି ପାରିବେ କିନ୍ତୁ Live Class ଶେଷ ହେବାର ୨ ରୁ ୩ ଘଣ୍ଟା ପରେ 

୩. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |

୪. ଏହି Batch ରେ କଣ କଣ Subject ପଢାହେବ? Ans - Math, Reasoning, English, Odia, Computer

୫. ଏହି Batch ରେ Live Class କେତେଦିନ ହେବ? Ans - Syllabus ଶେଷ ହେବାଯାଏଁ (More than 6 Months)

୬. Batch ର validity କେତେ ଦିନ ପାଇଁ ? Ans - 1 yr କିମ୍ବା 2 Years (According to your Subscription)

୭. ଯଦି Vacancy 6 months ଭିତରେ ଆସେ ତେବେ ତ Syllabus Complete ହୋଇନଥିବ, ଆମେ କଣ କରିବୁ? Ans - ଭଲ ପ୍ରଶ୍ନ ପଚାରିଲେ, ସେଥିପାଇଁ ଆମେ Backup ରଖିଛୁ ଆପଣ ମାନେ VOD ରୁ SYLLABUS Complete କରିବା ସହ Questions ମଧ୍ୟ Practice କରିପାରିବେ

 Disclaimer -  ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (No Screenshot, No Print Out & Non-Refundable)

  • ଯେଉଁମାନେ ଓଡ଼ିଶା ବୀର୍ BATCH ନେଇଛନ୍ତି, ସେମାନେ ଏହି BATCH ନେବା ଦରକାର ନାହିଁ