Complete Computer 2026 - Basic Foundation Batch for All Competitive Exams [Odisha Police, OSSSC, OSSC, OPSC & Teaching Exam]

Validity: 6 Months
Course thumbnail
PRICE

₹99

Choose Currency:
Features
  • LIVE BATCH
  • BASIC CONCEPT THEORY
  • CHAPTER WISE QUESTIONS PRACTICE
  • BASED ON LATEST EXAM PATTERN
  • 100% SUCCESS
Description

Computer ଏମିତି ଗୋଟେ Subject ଯାହାକି ଏବେ ଓଡ଼ିଶାର ସମସ୍ତ Competitive ପରୀକ୍ଷା ରେ ପଚରା ଯାଉଛି (Odisha Police, OSSSC, OSSC, OPSC & Teaching Exam) | ସେଥିପାଇଁ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ସମ୍ପୂର୍ଣ୍ଣ Computer Batch | Basic Complete Thory WITH Practice Questions |

 You will find in this batch 

  • Live Batch
  • Weekly 4 to 6 Hours Class
  • Validity: 3 months or 6 months or 1 yr or 2 yr (According to You)
  • Chapter Cover: Based on latest exam pattern
  • Digital PDF Notes
  • No Screenshot & No Print Out
  • Helpline No - 7205899918

  ଆପଣଙ୍କ ପ୍ରଶ୍ନ ?  

୧. Live Class ଯଦି ମୁଁ attend କରି ନପାରେ, ତେବେ କଣ ମୁଁ ତାର recorded class ଦେଖିପାରିବି ? Ans - Yes, ଦେଖି ପାରିବେ କିନ୍ତୁ Live Class ଶେଷ ହେବାର ୨ ରୁ ୩ ଘଣ୍ଟା ପରେ 

୨. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |

୩ . Batch ର validity କେତେ ଦିନ ପାଇଁ ? Ans - According to your subscription

ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ  | Example: ଆପଣଙ୍କ Target Batch - COMPLETE COMPUTER 2026, କିନ୍ତୁ ଆପଣ ଯୋଦ୍ଧା Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ |

 Disclaimer -   ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (Non-Refundable)

Demo Videos