ARJUN (ଅର୍ଜୁନ) 2025 | OISF & Constable (Concept with Practice + Mock Tests) Live Batch 2025
Validity: 2 Years

₹399
Choose Currency:
Features
- Live Class (Recorded Available)
- 500+ Selections
- Golden Concept with Practice
- Sure Shot Questions
- 2 Years Validity
Description
ଯଦି ଆପଣମାନେ OISF କିମ୍ବା Odisha Constable ପରୀକ୍ଷା ରେ ପାସ କରିବା ପାଇଁ ଚାହୁଁଛନ୍ତି, ତେବେ ବିଳମ୍ବ ନକରି ଯଥାଶୀଘ୍ର ଏହି ଅର୍ଜୁନ BATCH ରେ Join ହୋଇଯାଆନ୍ତୁ କାରଣ ଏହି BATCH ରେ ଆମେମାନେ ବହୁତ ସରା ପ୍ରଶ୍ନ କୁ ସରଳ ଓଡିଆ ଭାଷାରେ ଆଭ୍ୟାସ କରିବା ଯାହା ଦ୍ଵାରା ଆମେମାନେ ପରୀକ୍ଷାରେ ଗୋଟିଏ ବି ପ୍ରଶ୍ନକୁ ଛାଡିକି ଆସିବା ନାହିଁ |
You will find in this batch
- Live (Golden Concept with Practice) Batch 2025
- Daily 1 to 3 Hours Live Practice
- Validity: 2 Years, 3 Years, & 5 Years (According to You)
- Subject Cover: Math, Reasoning, Odia, English, Computer, Situational Awareness
- Digital PDF Notes
- No Vocab in this Batch
- No Screenshot & No Print Out
- Helpline No - 7205899918
ଆପଣଙ୍କ ପ୍ରଶ୍ନ ?
୧. Live Class ଯଦି ମୁଁ attend କରି ନପାରେ, ତେବେ କଣ ମୁଁ ତାର recorded class ଦେଖିପାରିବି ? Ans - Yes, ଦେଖି ପାରିବେ କିନ୍ତୁ Live Class ଶେଷ ହେବାର ୨ ରୁ ୩ ଘଣ୍ଟା ପରେ
୨. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |
୩ . Batch ର validity କେତେ ଦିନ ପାଇଁ ? Ans - According to your subscription
୪. Mock Test କେବେ ଠୁ ମିଳିବ ? Ans - Notification ଆସିଲା ପରେ
ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ | Example: ଆପଣଙ୍କ Target Batch - ARJUN 2025, କିନ୍ତୁ ଆପଣ ଯୋଦ୍ଧା Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ |
Disclaimer - ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (Non-Refundable)