Batch କୁ ନେଇକି ଯଦି ଆପଣ ମାନଙ୍କର କିଛି ବି Doubt ରହିଥାଏ, ତେବେ ଆମକୁ ଏହି 7205899918 ରେ Call କିମ୍ବା WhatsApp ରେ message କରନ୍ତୁ |
Note - (ଆପଣଙ୍କ ପ୍ରଶ୍ନ)
୧. ମୁଁ କଣ Mock Test କୁ Laptop ରେ Access କରି ପାରିବି ? Ans - Yes
୨. ଏହି mock test ରେ solution ମିଳିବ ? Yes - Solutions are available for all subjects except Odia.
୩. ଟେଷ୍ଟ ଦେଇସାରିଲା ପରେ ଆମେ ଆମର result ଜାଣିପାରିବା ? Ans - Yes
୪. କେଉଁଦିନ କେଉଁ test ମିଳିବ ? Ans - ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ ସବୁ ଟେଷ୍ଟ ମିଳିଯିବ
Desclaimer : ମନେରଖନ୍ତୁ, ଆମେ କାହାକୁ ବାଧ୍ୟ କରୁନାହୁଁ ଆପଣମାନେ Batch ରେ Join କରନ୍ତୁ, ଯଦି ଆପଣ ମାନଙ୍କୁ ଆମ Kumar Sir ଙ୍କ class ଭଲ ଲାଗୁଛି, ଆପଣ ପାଠ ବୁଝି ପାରୁଛନ୍ତି ତାହେଲେ Join କରନ୍ତୁ | ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ | Example - ଆପଣଙ୍କ Target Batch - OSSSC, କିନ୍ତୁ ଆପଣ Police Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ | No Current Affairs | No Screenshot & No Print out