ଯୋଦ୍ଧା 2025 [OISF | Constable | Jail Warder] 2025 - Live Batch for Odisha Police Constable 2025

Validity : 3 Years
  • 360° Crash Course
  • Digital PDF Notes
  • 200+ Mock Test (Chapter+Full)
  • 3 Years Validity
  • Unlimited Access
PRICE
₹399
Choose Currency:
Description

 You will find in this batch 

  • Complete Syllabus Concept Class (Recorded)
  • Daily 1.5 to 3 Hours Live Class
  • 3 Years Validity
  • Super trick (ମନେ ରଖିବା ପାଇଁ)
  • 60 Days 360° Crash Course (Math+English)
  • Digital PDF Notes
  • 2000+ Questions - Live Discus
  • 5000+ Practice Questions VOD Class
  • 200+ Mock Test (Chapter+Full)
  • No Screenshot & No Print Out
  • Helpline No - 7205899918

  ଆପଣଙ୍କ ପ୍ରଶ୍ନ ?  

୧. Live Class ଯଦି ମୁଁ attend କରି ନପାରେ, ତେବେ କଣ ମୁଁ ତାର recorded class ଦେଖିପାରିବି ? Ans - Yes, ଦେଖି ପାରିବେ କିନ୍ତୁ Live Class ଶେଷ ହେବାର ୨ ରୁ ୩ ଘଣ୍ଟା ପରେ 

୨. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |

୩ . Batch ର validity କେତେ ଦିନ ପାଇଁ ? Ans - 3 Year Years

ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ  | Example: ଆପଣଙ୍କ Target Batch - ଯୋଦ୍ଧା 2025, କିନ୍ତୁ ଆପଣ OSSSC Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ |

 Disclaimer -   ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (Non-Refundable)

Demo Videos