SI Test Paper 2025 - ମିଶନ୍ STAR ବର୍ଦ୍ଧି ୨୦୨୪ [SI Armed, Police SI, Asst. Jailor]

Validity : 6 Years
  • 15 Full Set
  • 4500 Questions
  • Each Set has 300 Questions
  • Based on SI's Latest Exam Pattern
  • Important Questions
PRICE
₹99
Choose Currency:
Description

In this Course:

👉 you will get 15 full mock sets of pdf at regular intervals before March 5.
👉 Each Set has 300 Questions.
👉 Based on SI's Latest Exam Pattern.
👉 Validity - Till SI Exam.

Helpline No - 7205899918

ଆପଣଙ୍କ ପ୍ରଶ୍ନ ?

1. ପ୍ରତିଦିନ କେତୋଟି ଟେଷ୍ଟ ମିଳିବ ?

Ans - ସମୁଦାୟ ୧୫ ଟି Full Set ମିଳିବ ନିୟମିତ ସମୟ ବ୍ୟବଧାନ ରେ କିନ୍ତୁ ୩୦ ଫେବୃଆରୀ ପୂର୍ବରୁ 

୨. ମୁଁ ଏହାକୁ Print କରିପାରିବି ? Ans - No 

୩.  ପ୍ରତିଟି SET ର ଉତ୍ତରମାଳା / Answer Key ମିଳିବ ? Ans - Yes 

୩. ପ୍ରତିଟି ପ୍ରଶ୍ନର ବିସ୍ତୃତ ସମାଧାନ ମିଳିବ ? Ans - Yes, କିନ୍ତୁ ଓଡ଼ିଆ କୁ ଛାଡି ଆଉ ସବୁ ପ୍ରଶ୍ନର ବିସ୍ତୃତ ସମାଧାନ ମିଳିବ |

୪. ଏହି Course ରେ Live Class ହେବ ? Ans - No

 Disclaimer -   ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (Non-Refundable)

ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ  | Example - ଆପଣଙ୍କ Target Batch - Odisha Police SI, କିନ୍ତୁ ଆପଣ OSSSC Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ

Demo Videos
No demo data available.