Batch Details
👉 Complete Syllabus Cover by Mock Test
👉 Total 200+ Tests (Chapter Test + 10 Full Test)
👉 Full Test will be available from 25th September onwards
👉 Validity till OSAP IRB Exam
ଆପଣଙ୍କ ପ୍ରଶ୍ନ ?
୧. Test କୁ ମୁଁ କେତେ ଥର ଦେଇ ପାରିବି ? Ans - ଆପଣ ଯେତେଥର ଚାହିଁବେ ଦେଇ ପାରିବେ I
୨. Test କୁ ମୁଁ କଣ Mobile ଏବଂ Laptop/ Desktop ରେ ଦେଇପାରିବି ? Ans - Yes, ଦେଇପାରିବେ I
୩. ମୁଁ କେମିତି ଏହି Test ଦ୍ୱାରା syllabus କୁ Complete କରିପାରିବି ? Ans - ଆପଣମାନେ ପ୍ରଥମେ ଜାଣିବାକୁ ପାଇବେ ଯେ, ଆସନ୍ତା କାଲି କେଉଁ ବିଷୟର Mock Test ଦିଆଯିବ ଏବଂ ସେଇ ବିଷୟ ଆପଣଙ୍କୁ ପଢିକି ଆସିବାକୁ ହେବ; ତା, ପରେ ଆପଣ Test ଦେବେ I
୪. Test କେବେଠାରୁ ମିଳିବ ? Ans - Daily/ Alternate Day [from 25th July, At 3 PM]
୩. ମୁଁ OSAP IRB ଏବଂ SI Live ବ୍ୟାଚ୍ ରେ Join ହେଇଛି, ଏହି Mock Test ନେବାକୁ ପଡିବ କି ? Ans - Yes, କାରଣ ଏଥିରେ ଆପଣଙ୍କୁ Chapter Test ଏବଂ Full Test ମିଳିବ [ଆପଣ ଯାହା Batch ରେ ପଢୁଛନ୍ତି ଏଠି ଆସିକି ଆପଣମାନେ ସେଇ ବିଷୟର Test ଦେବେ I
ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ | Example - ଆପଣଙ୍କ Target Batch - Odisha Police SI, କିନ୍ତୁ ଆପଣ OSSSC Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ
Disclaimer - ମନେରଖନ୍ତୁ ଆମେ କୌଣସି ବି ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟ କରୁନାହୁଁ Batch ରେ Join କରିବା ପାଇଁ | ଯଦି ଆପଣ ମାନେ Kumar Sir ଙ୍କ Class କୁ ପସନ୍ଦ କରନ୍ତି, ବୁଝି ପାରନ୍ତି ତେବେ Join କରନ୍ତୁ | (Non-Refundable)