OSSSC FOREST GUARD, FORESTER, RI, ARI, AMIN, Excise Constable, SFS Combine [Recorded] Batch

Validity: 2 Years
Course thumbnail
PRICE

₹199

Choose Currency:
Features
  • Basic Foundation Batch (Basic to Advance)
  • 5000+ Questions Discussion
  • 35 Full Previous Year Test
  • 200+ Hours Lectures
  • Important Questions Practice
Description

Batch କୁ ନେଇକି ଯଦି ଆପଣ ମାନଙ୍କର କିଛି ବି Doubt ରହିଥାଏ, ତେବେ ଆମକୁ ଏହି 7205899918 ରେ Call କିମ୍ବା WhatsApp ରେ message କରନ୍ତୁ |

Batch ରେ କଣ କଣ ଅଛି ? (35 Mock Test Based on Previous Pattern)

👉 All Subject Theory Concept(200+ Hours + 5000 ରୁ ଅଧିକା ପ୍ରଶ୍ନ ର ଆଲୋଚନା]

👉 ୪୦ ଘଣ୍ଟାରୁ ଅଧିକା ସମୟ ଓଡିଆ ବ୍ୟାକରଣ ପ୍ରଶ୍ନ ର ଆଲୋଚନା 
👉 ୩୫ ଘଣ୍ଟାରୁ ଅଧିକା ସମୟ ଇଂରାଜୀ ପ୍ରଶ୍ନ ର ଆଲୋଚନା 
👉 ୩୫ ଘଣ୍ଟାରୁ ଅଧିକା ସମୟ କମ୍ପ୍ୟୁଟର ପ୍ରଶ୍ନ ର ଆଲୋଚନା 
👉 ୩୫ ଘଣ୍ଟାରୁ ଅଧିକା ସମୟ ଗଣିତ ପ୍ରଶ୍ନ ର ଆଲୋଚନା 
👉 ୩୦ ଘଣ୍ଟାରୁ ଅଧିକା ସମୟ ସାଧାରଣ ଜ୍ଞାନ ପ୍ରଶ୍ନ ର ଆଲୋଚନା (Limited)
👉 ୩୦ ଘଣ୍ଟାରୁ ଅଧିକା ସମୟ ରିଜୋନିଙ୍ଗ ପ୍ରଶ୍ନ ର ଆଲୋଚନା
👉 ସମୁଦାୟ ୫୦୦୦ ରୁ ଅଧିକା ପ୍ରଶ୍ନ ର ଆଲୋଚନା 

Note - (ଆପଣଙ୍କ ପ୍ରଶ୍ନ)

୧. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |

2. ସବୁ Class କଣ basic ରୁ ପଢାହେଇଛି ? Ans - Yes (ଏତେ basic ରେ ପଢାହେଇଛି ଯେମିତ ଗୋଟେ ୫ମ ଶ୍ରେଣୀ ର ପିଲା ମଧ୍ୟ ବୁଝିପାରିବ)

୩ . Batch ର validity କେତେ ଦିନ ପାଇଁ ? Ans - Depend on Your Plan

୪. ମୁଁ ଆଗରୁ Odisha Police Batch ରେ Join କରିଥିଲି , ଏହି Batch ରେ Join କରିବାକୁ ପଡିବ କି ? Ans - No 

Desclaimer : ମନେରଖନ୍ତୁ, ଆମେ କାହାକୁ ବାଧ୍ୟ କରୁନାହୁଁ ଆପଣମାନେ Batch ରେ Join କରନ୍ତୁ, ଯଦି ଆପଣ ମାନଙ୍କୁ ଆମ Kumar Sir ଙ୍କ class ଭଲ ଲାଗୁଛି, ଆପଣ ପାଠ ବୁଝି ପାରୁଛନ୍ତି ତାହେଲେ Join କରନ୍ତୁ, ଏହି Course ଟି କେବଳ Demo ପାଇଁ | No Screenshot, No Print Out & Non-Refundable.

Demo Videos