Odisha Fireman - 100% Written Clear Batch

Validity : 12 Months
  • Live Class/ Recorded Class
  • Basic Foundation Batch
  • ଚାଙ୍ଗା Trick ପ୍ରଶ୍ନ କୁ solve କରିବା ପାଇଁ
  • Mock Tests
  • Digital Pdf Notes
Description

Batch କୁ ନେଇକି ଯଦି ଆପଣ ମାନଙ୍କର କିଛି ବି Doubt ରହିଥାଏ, ତେବେ ଆମକୁ ଏହି 7205899918 ରେ Call କିମ୍ବା WhatsApp ରେ message କରନ୍ତୁ |

Note - (ଆପଣଙ୍କ ପ୍ରଶ୍ନ)

୧. ମୁଁ କଣ Class କୁ Laptop ରେ ଦେଖିପାରିବି ? Ans - Yes, ଆପଣ Class କୁ Mobile ଏବଂ Laptop ରେ ଦେଖିପାରିବେ |

୨. Live Class ସାରିବାର କେତେ ସମୟ ପରେ Recorded available ହେଇଯିବ ? Ans - Minimum (3 to 5 Hours)

୩. ସବୁ Class କଣ basic ରୁ ପଢାହେବ ? Ans - Yes (ଏତେ basic ରେ ପଢା ହେବ ଯେମିତ ଗୋଟେ ୫ମ ଶ୍ରେଣୀ ର ପିଲା ମଧ୍ୟ ବୁଝିପାରିବ)

୪. ଆମେ ମାନେ କେବଳ Mock Test ପାଇଁ Join କରିପାରିବୁ କି ? Ans- ନା, କେବଳ Mock Test ପାଇଁ Join କରନ୍ତୁ ନାହିଁ  | ଯଦି syllabus complete କରିବାକୁ ଚନହୁଛନ୍ତି, All Odisha PYQ ପାଇବା ପାଇଁ ଚାହୁଁଛନ୍ତି ତାହେଲେ Join କରନ୍ତୁ 

୫. Chapter Wise Test ମିଳିବ ? Ans - Yes 

୬ . Full Length Mock Test କେତୋଟି ମିଳିବ ଏବଂ କେବେ ମିଳିବ ? Ans - Yes ମିଳିବ (ଦେଖନ୍ତୁ ଆମର main target Fireman ର new Syllabus କୁ complete କରିବା ଏବଂ ୩୦୦୦+ ପୂର୍ବ ବର୍ଷ ର ପ୍ରଶ୍ନ କୁ ଭଲରେ ଆଲୋଚନା କରିବା | ଏହା ପରେ ଆପଣଙ୍କୁ Full Length Mock Test ମିଳିବ ଏବଂ limited ( 8 to 10 Sets)

Desclaimer : ମନେରଖନ୍ତୁ, ଆମେ କାହାକୁ ବାଧ୍ୟ କରୁନାହୁଁ ଆପଣମାନେ Batch ରେ Join କରନ୍ତୁ, ଯଦି ଆପଣ ମାନଙ୍କୁ ଆମ Kumar Sir ଙ୍କ class ଭଲ ଲାଗୁଛି, ଆପଣ ପାଠ ବୁଝି ପାରୁଛନ୍ତି ତାହେଲେ Join କରନ୍ତୁ | ଯଦି ଆପଣଙ୍କ ର ଭୁଲ ପାଇଁ ଆପଣ target batch ରେ Join ନ କରି କୌଣସି ଅଲଗା batch ରେ Join କରନ୍ତି ତେବେ ସେଥିପାଇଁ Odia Space ଆପଣଙ୍କ ର batch କୁ change କରି ପାରିବ ନାହିଁ  | Example - ଆପଣଙ୍କ Target Batch - Odisha Police କିନ୍ତୁ ଆପଣ OSSSC Batch ରେ Join କରିଛନ୍ତି , ଆପଣ ପରେ Batch କୁ change କରି ପାରିବେ ନାହିଁ  | No Screenshot & No Print Out

Demo Videos